• About
  • Advertise
  • Careers
  • Contact
Saturday, March 21, 2026
  • Login
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
No Result
View All Result
Home ଜାତୀୟ special story

ନବୀନ ଦେଲେ ସମୟ ଥରହର ମୋହନ !

by Odisha News Now
February 10, 2026
in special story, Uncategorized, ରାଜନୀତି
0
0
SHARES
4
VIEWS
Share on FacebookShare on Twitter

ହଁ ଆଂଜ୍ଞା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯାହାଙ୍କ ଗୋଟିଏ ଚାଲ୍‌ରେ ରାଜ୍ୟ ରାଜନୀତି ସରଗରମ ହୋଇଯାଏ | କେତେବେଳେ ସେ କେଉଁ ଗୋଟି ଚଳାନ୍ତି ତାହା କେହି ବୁଝିପାରନ୍ତି ନାହିଁ | ଏବେ ସେମିତି ଗୋଟି ଚଳାଇଛନ୍ତି ନବୀନ , ଯାହାକି ବର୍ତ୍ତମାନର ସରକାରଙ୍କ ଟେନସନ ବଢ଼ାଇ ଦେଇଛି | ତାଙ୍କର ଗୋଟିଏ ଚିଠିରେ ଥରହର ଶାସକ ଦଳ ବିଜେପି ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ ଲେଖିଥିବା ଚିଠି ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି |ଥରେ ନଜର ପକାନ୍ତୁ ସେହି ଚିଠି ଉପରେ , ଦେଖିଲେ ତ କେମିତି ସିଧା ସିଧା ମୋହନ ସରକାରଙ୍କୁ ପଚାରିଛନ୍ତି , ଅନ୍ନଦାତା ଚାଷୀଙ୍କ ସହ ବିଶ୍ୱାସଘାତକତା କାହିଁକି କଲ? କାହିଁକି ଚାଷୀଙ୍କ ହକକୁ ମାରୁଛି ସରକାର? ରାତି ତମାମ ଶୀତ କାକରରେ ମଣ୍ଡି ବାହାରେ ପଡ଼ି ରହିଛି ଚାଷୀ | ନିଜ ରକ୍ତକୁ ପାଣି କରି ଉପଜାଇଥିବା ଧାନକୁ ଜଗି ବସିଛି,କିନ୍ତୁ ମଣ୍ଡିରେ କ’ଣ ମିଳୁଛି? ନ୍ୟାୟ ନା ଶୋଷଣ? ଓଲଟା କଟନୀ-ଛଟନୀ ନାଁ’ରେ କୁଇଣ୍ଟାଲ ପିଛା ୫ ରୁ ୭ କିଲୋ ଧାନ ଲୁଟ୍ କରାଯାଉଛି | ନବୀନ ଆହୁରି ମଧ୍ୟ ଲେଖିଛନ୍ତି | ଚାଷୀ ଭିକ ମାଗୁନାହିଁ, ସେ ତାର ହକ୍ ଆଉ ସମ୍ମାନ ଚାହୁଁଛି|

ଥରେ ନଜର ପକାନ୍ତୁ ସେହି ଚିଠି ଉପରେ , ଦେଖିଲେ ତ କେମିତି ସିଧା ସିଧା ମୋହନ ସରକାରଙ୍କୁ ପଚାରିଛନ୍ତି , ଅନ୍ନଦାତା ଚାଷୀଙ୍କ ସହ ବିଶ୍ୱାସଘାତକତା କାହିଁକି କଲ? କାହିଁକି ଚାଷୀଙ୍କ ହକକୁ ମାରୁଛି ସରକାର? ରାତି ତମାମ ଶୀତ କାକରରେ ମଣ୍ଡି ବାହାରେ ପଡ଼ି ରହିଛି ଚାଷୀ | ନିଜ ରକ୍ତକୁ ପାଣି କରି ଉପଜାଇଥିବା ଧାନକୁ ଜଗି ବସିଛି,କିନ୍ତୁ ମଣ୍ଡିରେ କ’ଣ ମିଳୁଛି? ନ୍ୟାୟ ନା ଶୋଷଣ? ଓଲଟା କଟନୀ-ଛଟନୀ ନାଁ’ରେ କୁଇଣ୍ଟାଲ ପିଛା ୫ ରୁ ୭ କିଲୋ ଧାନ ଲୁଟ୍ କରାଯାଉଛି | ନବୀନ ଆହୁରି ମଧ୍ୟ ଲେଖିଛନ୍ତି | ଚାଷୀ ଭିକ ମାଗୁନାହିଁ, ସେ ତାର ହକ୍ ଆଉ ସମ୍ମାନ ଚାହୁଁଛି|ଖାଲି ଏତିକି ନୁହେଁ ନବୀନଙ୍କ ଏହି ଚିଠିରେ ଅଛି ମୋହନ ସରକାରଙ୍କ ପାଇଁ କଡ଼ା ପ୍ରଶ୍ନର ବାଣ | ଯେମିତିକି ନିର୍ବାଚନ ସମୟରେ ଦେଇଥିବା ସେହି ବଡ଼ ବଡ଼ ପ୍ରତିଶ୍ରୁତି କୁଆଡେ ଗଲା? କଟନୀ-ଛଟନୀ ନାଁ’ରେ କାହିଁକି ଚାଷୀଙ୍କ ଧାନ ଲୁଟ କରାଯାଉଛି | ୩୧୦୦ ଟଙ୍କା MSP କଥା କହି ଏବେ ୧୫୦ କୁଇଣ୍ଟାଲର କ୍ୟାପ୍ କାହିଁକି? କାହିଁକି ଚାଷୀଙ୍କୁ ତାଙ୍କ ପୂରା ହକ୍‌ରୁ ବଞ୍ଚିତ କରାଯାଉଛି?ଏମିତି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ ହରଡ଼ଘଣାରେ ପକାଇଦେଇଛନ୍ତି ନବୀନ !

ଏହା ସହ ନବୀନ ସରକାରଙ୍କ ଉପରେ ଏକ ବଡ଼ ଅଭିଯୋଗ ମଧ୍ୟ ଲଗାଇଛନ୍ତି , ମଲର ଏବଂ ପ୍ରଶାସନର ମଧୁଚନ୍ଦ୍ରିକା ଚାଲିଛି ଯେଉଁଥିପାଇଁ ଉଭୟ ମିଶି ଚାଷୀଙ୍କୁ ମଣ୍ଡିରେ ହଇରାଣ କରୁଛନ୍ତି | ଏଥିପାଇଁ ନବୀନ ସ୍ପଷ୍ଟ ଚେତାବନୀ ଦେଇଛନ୍ତି , ୭୨ ଘଣ୍ଟା ମଧ୍ୟରେ ମଣ୍ଡିରୁ ଧାନ ଉଠାଯାଉ | କଟନୀ-ଛଟନୀ ବନ୍ଦ ହେଉ ଏବଂ ଚାଷୀଙ୍କୁ ତୁରନ୍ତ ଟଙ୍କା ଦିଆଯାଉ, ନଚେତ୍ ସାରା ଓଡ଼ିଶାରେ ଆନ୍ଦୋଳନ ହେବ| ତେବେ ଦେଖିବାକୁ ବାକି ରହିଲା ଏହାର କଣ ଜବାବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ?

Odisha News Now

Odisha News Now

Next Post

ଭାଙ୍ଗିଯିବ ବିଜେଡି ରହିବେ ତିନି ମାଙ୍କଡ଼ !

Leave a Reply Cancel reply

Your email address will not be published. Required fields are marked *

Recommended

ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍’

ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍’

1 week ago

ନବ ନିଯୁକ୍ତ କର୍ମଚାରୀଙ୍କୁ ସ୍ଵାଗତ !

2 months ago

Popular News

  • ଓୟୁଏଟି କୃଷକ ମେଳା – ୨୦୨୬ : ସମ୍ମାନିତ ହେଲେ ୩୩ ମହିଳା ଚାଷୀ

    0 shares
    Share 0 Tweet 0
  • ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    0 shares
    Share 0 Tweet 0
  • ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍’

    0 shares
    Share 0 Tweet 0
  • ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା | ମାଆଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ |

    0 shares
    Share 0 Tweet 0
  • ମଧ୍ୟପ୍ରାଚ୍ୟରେ ବଦଳୁଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ – ଇନ୍ଧନ ଯୋଗାଣ ସୁଦୃଢ଼ ରହିଛି; ସରକାର

    0 shares
    Share 0 Tweet 0

Connect with us

  • About
  • Advertise
  • Careers
  • Contact

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • କ୍ରୀଡା
  • ମନୋରଞ୍ଜନ
  • Gaming
  • Movie
  • Music
  • Sports
  • Fashion
  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
  • Travel
  • ଅପରାଧ
  • Health
  • Food

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ