• About
  • Advertise
  • Careers
  • Contact
Saturday, March 21, 2026
  • Login
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
No Result
View All Result
Home ଓଡ଼ିଶା

ନିୟନ୍ତ୍ରଣ ହରାଇ ଓଲଟିଲା ଡ଼ାଲା ଅଟୋ, ୧ ମୃତ ୧୩ ଜଣ ଗୁରୁତର |

by Odisha News Now
January 13, 2026
in ଓଡ଼ିଶା
0
ନିୟନ୍ତ୍ରଣ ହରାଇ ଓଲଟିଲା ଡ଼ାଲା ଅଟୋ, ୧ ମୃତ ୧୩ ଜଣ ଗୁରୁତର |
0
SHARES
1
VIEWS
Share on FacebookShare on Twitter

ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବି. ଚିକିଲି ଗ୍ରାମ ନିକଟରେ ୧୪ ଜଣ ଲୋକଙ୍କୁ ନେଇ ଯାଉଥିବା ଡ଼ାଲା ଅଟୋ ଭାରସାମ୍ୟ ହରାଇ ଓଲୋଟି ଯିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହିତ ଡ଼ାଲା ଅଟୋରେ ଅନ୍ୟ ୧୩ ଗୁରୁତର ଆହତ ହୋଇଛନ୍ତି l ମୃତକ ମହିଳା ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହିଗାଁ ଗ୍ରାମର ସାରସ ବିଷୋୟୀ l ଶେରଗଡ଼ ଥାନା ଅନ୍ତର୍ଗତ ହାଡ଼ିଚିରା ଗ୍ରାମର କନକ ବିଷୋୟୀ ନାମକ ଜଣେ ମହିଳାଙ୍କ ଗତକାଲି ମୃତ୍ୟୁ ଘଟିଥିଲା,ମୃତକଙ୍କ ସଂଖୋଳିବା ପାଇଁ ରୋହିଗାଁରୁ ସାରସ ବିଷୋୟୀଙ୍କ ସମେତ ଅନେକ ସମ୍ପର୍କୀୟ ହାଡ଼ିଚିରା ଆସି ଫେରୁଥିବା ବେଳେ ବି. ଚିକିଲି ଠାରେ ଅଟୋଟି ଭାରସାମ୍ୟ ହରାଇ ଓଲୋଟି ପଡିଥିଲା l

l ବସିଥିବା ସମସ୍ତ ପାସେଞ୍ଜର ଅଟୋ ତଳେ ଚାପି ହୋଇଯାଇଥିଲେ l ନିକଟରେ ଥିବା ଲୋକେ ଘଟଣା ସ୍ଥଳରେ ପହଁଛି ସମସ୍ତଙ୍କୁ ଉଦ୍ଧାର କରିଥିଲେ l ଘଟଣା ସ୍ଥଳରେ ହିଁ ସାରସ ବିଷୋୟୀଙ୍କ ମୃତ୍ୟୁ ହୋଇସାରିଥିଲା l ଶେରଗଡ଼ ଥାନା ଅଧିକାରୀ ବୀରେନ୍ଦ୍ର ଶିଆଳ ଏଏସଆଇ ସମୀର ସୁନା ସମସ୍ତ ଆହତଙ୍କୁ ଶେରଗଡ଼ ଗୋଷ୍ଠୀ ନେଇଥିଲେ l ସମସ୍ତ ଆହତଙ୍କ ଅବସ୍ଥା ସଙ୍କଟାପୁର୍ଣ୍ଣ ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ପୁଲିସ ମୃତକ ମହିଳା ଙ୍କ ଶବ ବ୍ୟବଚ୍ଛେଦ ପାଇଁ ଆସିକା ପଠାଇବା ସହିତ ଓଲୋଟି ପଡ଼ିଥିବା ଡ଼ାଲା ଅଟୋ ଗାଡିକୁ ଜବତ କରି, ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ବୀରେନ୍ଦ୍ର ଶିଆଳ ପ୍ରକାଶ କରିଛନ୍ତି l

Odisha News Now

Odisha News Now

Next Post
ପାଟଣାଗଡ ସହରରେ OPD ସେବା ଦାବିରେ 12 ଘଣ୍ଟିଆ ବନ୍ଦ |

ପାଟଣାଗଡ ସହରରେ OPD ସେବା ଦାବିରେ 12 ଘଣ୍ଟିଆ ବନ୍ଦ |

Leave a Reply Cancel reply

Your email address will not be published. Required fields are marked *

Recommended

୮ ହଜାର ଟଙ୍କା ସୁନା ଶସ୍ତା

2 months ago

ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

1 month ago

Popular News

  • ଓୟୁଏଟି କୃଷକ ମେଳା – ୨୦୨୬ : ସମ୍ମାନିତ ହେଲେ ୩୩ ମହିଳା ଚାଷୀ

    0 shares
    Share 0 Tweet 0
  • ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    0 shares
    Share 0 Tweet 0
  • ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍’

    0 shares
    Share 0 Tweet 0
  • ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା | ମାଆଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ |

    0 shares
    Share 0 Tweet 0
  • ମଧ୍ୟପ୍ରାଚ୍ୟରେ ବଦଳୁଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ – ଇନ୍ଧନ ଯୋଗାଣ ସୁଦୃଢ଼ ରହିଛି; ସରକାର

    0 shares
    Share 0 Tweet 0

Connect with us

  • About
  • Advertise
  • Careers
  • Contact

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • କ୍ରୀଡା
  • ମନୋରଞ୍ଜନ
  • Gaming
  • Movie
  • Music
  • Sports
  • Fashion
  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
  • Travel
  • ଅପରାଧ
  • Health
  • Food

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ