• About
  • Advertise
  • Careers
  • Contact
Saturday, March 21, 2026
  • Login
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
No Result
View All Result
Home କ୍ରୀଡା

ଫେରିବେ କୁସ୍ତିଯୋଦ୍ଧା ବିନେଶ ଫୋଗଟ, ୨୦୨୮ ଅଲମ୍ପିକ୍ସ ଉପରେ ନଜର

by Odisha News Now
December 12, 2025
in କ୍ରୀଡା
0
ଫେରିବେ କୁସ୍ତିଯୋଦ୍ଧା ବିନେଶ ଫୋଗଟ, ୨୦୨୮ ଅଲମ୍ପିକ୍ସ ଉପରେ ନଜର
0
SHARES
0
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ଭାରତର ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ପୁଣିଥରେ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୪ରେ ସେ କୁସ୍ତିକୁ ଫେରିବା ସମ୍ଭବ ନୁହେଁ ବୋଲି କହିଥିଲେ । ଏବେ ୧୮ମାସ ପରେ ସେ ନିଜର ନିଷ୍ପତ୍ତି ବଦଳାଇଛନ୍ତି । ପୁଣିଥରେ ଖେଳି ଭାରତ ପାଇଁ ପଦକ ଆଣିବିକୁ ସେ ଇଚ୍ଛା‌ ପ୍ରକାଶ କରିଛନ୍ତି । ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସ-୨୦୨୮ ଉପରେ ଏବେ ତାଙ୍କ ନଜର ରହିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ପୋଷ୍ଟ କରି ସେ ଖେଳକୁ ଫେରିବା ନେଇ ସୂଚନା ଦେଇଛନ୍ତି । ଅଗଷ୍ଟ ୨୦୨୪ରେ ପ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲରେ ଅଯୋଗ୍ୟ ଘୋଷିତ ହେବା ପରେ ସେ କୁସ୍ତିରୁ ଅବସର ନେଇଥିଲେ । ୫୦ କିଲୋ ବର୍ଗରେ ସେ ଖେଳିବାର ଥିଲା । ହେଲେ ୧୦୦ ଗ୍ରାମ ଓଜନ ଅଧିକ ହେବାରୁ ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଏବେ ଦୀର୍ଘ ୧୮ ମାସର ଅବସର ପରେ ପୁଣି ସେ ପୁଣିଥରେ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

୩୧ ବର୍ଷୀୟା ମହିଳା କୁସ୍ତିଯୋଦ୍ଧା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଲେଖିଛନ୍ତି ଯେ, “ଲୋକେ ପ୍ରାୟତଃ ମୋତେ ପଚାରନ୍ତି ଯେ, ପ୍ୟାରିସ୍ ମୋର ଶେଷ ଯାତ୍ରା ଥିଲା କି ? ଦୀର୍ଘ ସମୟ ପର୍ଯ୍ୟନ୍ତ ମୋ ପାଖରେ ଏହାର ଉତ୍ତର ନଥିଲା । ମୋତେ ନିଜକୁ ଜିତିବାର ଚାପରୁ, ଲୋକଙ୍କ ଆଶାରୁ, ଏପରିକି ମୋର ନିଜସ୍ୱ ମହତ୍ତ୍ୱାକାଂକ୍ଷାରୁ ଦୂରେଇ ଯିବାକୁ ପଡିଲା । ଅନେକ ବର୍ଷ ପରେ ପ୍ରଥମ ଥର ପାଇଁ ମୁଁ ଶାନ୍ତିରେ ନିଶ୍ବାସ ନେଲି । ମୁଁ ମୋର କାର୍ଯ୍ୟଭାର, ଜୀବନର ଉତ୍ଥାନ-ପତନ, ତ୍ୟାଗ ଏବଂ ମୋର ସେହି ଦିଗଗୁଡ଼ିକୁ ଯାହା ବିଶ୍ୱ କେବେ ଦେଖିନାହିଁ, ତାକୁ ବୁଝିବା ପାଇଁ କିଛି ସମୟ ନେଇଥିଲି। । ମୁଁ ଏବେ ବି ଖେଳକୁ ଭଲପାଏ । ମୁଁ ଏବେ ବି ପ୍ରତିଯୋଗିତା କରିବାକୁ ଚାହୁଁଛି । କିଛି ଦିନ ଖେଳଠାରୁ ନିଜକୁ ଦୂରେଇ ରଖିବା ପରେ ମୁଁ ନିଜର ଦକ୍ଷତାକୁ ଆହୁରି ଭଲ ଭାବରେ ବୁଝିପାରିଛି । ମୋ ଭିତରେ ଢ଼େଳିବାର ଏବଂ ଜିତିବାର ନିଆଁ ଏବେ ବି ରହିଛି । ଏଥର ମୁଁ ଏକା ନୁହେଁ, ମୋ ସହ ମୋ ପୁଅ ବି ଲସ୍ ଆଞ୍ଜେଲସ୍ ଯିବ।”

ସୂଚନାଯୋଗ୍ୟ ଯେ, ୧୯୯୪ରେ ଜନ୍ମଗ୍ରହଣ କରିଥିବା ବିନେଶ ବିଶ୍ୱ ଚାମ୍ପିଅନସିପରେ ଦୁଇଟି କାଂସ୍ୟ ପଦକ, ଏସୀୟ କ୍ରୀଡ଼ାରେ ଗୋଟିଏ ସ୍ୱର୍ଣ୍ଣ ପଦକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାସହ ସେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରି ବର୍ତ୍ତମାନ ଜୁଲାନା ବିଧାନସଭା ନିର୍ବାଚନମଣ୍ଡଳୀର ସାଂସଦ ଭାବେ ନିଜର ଦାୟିତ୍ୱ ସଂପାଦନ କରୁଛନ୍ତି।

Odisha News Now

Odisha News Now

Next Post

ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

Leave a Reply Cancel reply

Your email address will not be published. Required fields are marked *

Recommended

‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

3 months ago
ନିୟନ୍ତ୍ରଣ ହରାଇ ଓଲଟିଲା ଡ଼ାଲା ଅଟୋ, ୧ ମୃତ ୧୩ ଜଣ ଗୁରୁତର |

ନିୟନ୍ତ୍ରଣ ହରାଇ ଓଲଟିଲା ଡ଼ାଲା ଅଟୋ, ୧ ମୃତ ୧୩ ଜଣ ଗୁରୁତର |

2 months ago

Popular News

  • ଓୟୁଏଟି କୃଷକ ମେଳା – ୨୦୨୬ : ସମ୍ମାନିତ ହେଲେ ୩୩ ମହିଳା ଚାଷୀ

    0 shares
    Share 0 Tweet 0
  • ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    0 shares
    Share 0 Tweet 0
  • ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍’

    0 shares
    Share 0 Tweet 0
  • ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା | ମାଆଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ |

    0 shares
    Share 0 Tweet 0
  • ମଧ୍ୟପ୍ରାଚ୍ୟରେ ବଦଳୁଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ – ଇନ୍ଧନ ଯୋଗାଣ ସୁଦୃଢ଼ ରହିଛି; ସରକାର

    0 shares
    Share 0 Tweet 0

Connect with us

  • About
  • Advertise
  • Careers
  • Contact

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • କ୍ରୀଡା
  • ମନୋରଞ୍ଜନ
  • Gaming
  • Movie
  • Music
  • Sports
  • Fashion
  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
  • Travel
  • ଅପରାଧ
  • Health
  • Food

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ