• About
  • Advertise
  • Careers
  • Contact
Saturday, March 21, 2026
  • Login
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
No Result
View All Result
Home ଅପରାଧ

ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

by Odisha News Now
January 30, 2026
in ଅପରାଧ, ଓଡ଼ିଶା, ରାଜନୀତି
0
0
SHARES
0
VIEWS
Share on FacebookShare on Twitter

ହଁ ଆଂଜ୍ଞା ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭାବନରୁ ମିଳିଛି ମୃତଦେହ । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ .. ହେଲେ ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି ..ଏପଟେ ବିଦ୍ୟୁତ୍‌ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି । ଏନେଇ କ୍ୟାପିଟାଲ୍‌ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଏ ନେଇ ବି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତକ ଜଣଙ୍କ ମନ୍ତ୍ରୀଙ୍କ ସହାୟକ ଭାବେ କାମ କରୁଥିଲେ । ଗୁରୁବାର ସକାଳୁ କାମ କରିବା ପାଇଁ ସେ ଏକ ପ୍ରକୋଷ୍ଠକୁ ଯାଇଥିଲେ । ଦିନ ପାଖାପାଖି ୯ଟା ସମୟରେ ଅନ୍ୟ କର୍ମଚାରୀ ସେହି ପ୍ରକୋଷ୍ଠକୁ ଯିବା ବେଳକୁ ଶଙ୍କର୍ଷଣ ସଜ୍ଞାହୀନ ଅବସ୍ଥାରେ ତଳେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଖବର ପାଇବା ପରେ ପୋଲିସ ମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲା । କେମିତି ଓ କେତେବେଳେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଲା? କେଉଁ କାରଣରୁ ସଜ୍ଞାହୀନ ହେଲେ? ସମସ୍ତ ଦିଗକୁ ନେଇ ପଚରାଉଚରା କରିବା ସହ ସେଠାରେ ଉପସ୍ଥିତ କିଛି କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ଆଉ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

Odisha News Now

Odisha News Now

Next Post
ପଶ୍ଚିମ ଓଡ଼ିଶାରୁ ନୂଆ ଶଙ୍ଖପତି !

ପଶ୍ଚିମ ଓଡ଼ିଶାରୁ ନୂଆ ଶଙ୍ଖପତି !

Leave a Reply Cancel reply

Your email address will not be published. Required fields are marked *

Recommended

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

2 months ago
ଭୟଙ୍କର ଦୁର୍ଘଟଣା ,ଚାଲିଗଲା ୫ ଜୀବନ !

ଭୟଙ୍କର ଦୁର୍ଘଟଣା ,ଚାଲିଗଲା ୫ ଜୀବନ !

2 months ago

Popular News

  • ଓୟୁଏଟି କୃଷକ ମେଳା – ୨୦୨୬ : ସମ୍ମାନିତ ହେଲେ ୩୩ ମହିଳା ଚାଷୀ

    0 shares
    Share 0 Tweet 0
  • ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    0 shares
    Share 0 Tweet 0
  • ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍’

    0 shares
    Share 0 Tweet 0
  • ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା | ମାଆଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ |

    0 shares
    Share 0 Tweet 0
  • ମଧ୍ୟପ୍ରାଚ୍ୟରେ ବଦଳୁଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ – ଇନ୍ଧନ ଯୋଗାଣ ସୁଦୃଢ଼ ରହିଛି; ସରକାର

    0 shares
    Share 0 Tweet 0

Connect with us

  • About
  • Advertise
  • Careers
  • Contact

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • କ୍ରୀଡା
  • ମନୋରଞ୍ଜନ
  • Gaming
  • Movie
  • Music
  • Sports
  • Fashion
  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
  • Travel
  • ଅପରାଧ
  • Health
  • Food

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ