• About
  • Advertise
  • Careers
  • Contact
Saturday, March 21, 2026
  • Login
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
No Result
View All Result
Home Uncategorized

ନୂଆବର୍ଷରେ ପ୍ରବଳ ବର୍ଷା ଭିଜିବ ଜିରୋନାଇଟ୍ !

by Odisha News Now
December 27, 2025
in Uncategorized
0
ନୂଆବର୍ଷରେ ପ୍ରବଳ ବର୍ଷା ଭିଜିବ ଜିରୋନାଇଟ୍ !
0
SHARES
2
VIEWS
Share on FacebookShare on Twitter

ବର୍ଷ ଆରମ୍ଭରୁ ଭିଜିପାରେ ଓଡିଶା | ଆଉ ଫିକାପଡିପାରେ ଜିରୋ ନାଇଟ୍ ସିଲେବ୍ରିସେନ୍ | କାରଣ ବିଦାୟୀ ବର୍ଷ ୨୦୨୫ର ଠିକ୍ ଶେଷଦିନରେ ସମୁଦ୍ରରେ ବଡ଼ ହଲଚଲ୍ ସମ୍ଭାବନା ରହିଛି | ଯାହା ନୂଆବର୍ଷର ଗ୍ରାଣ୍ଡ୍ ୱେଲକମ୍ ସେଲିବ୍ରେସନକୁ ଓଦା କରିଦେବ | ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ | ଆଉ ଏହା ପ୍ରବର କିଛି ଜିଲ୍ଲାରେ ଜୋରରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଉ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ | ହେଲେ କେତେ ଦିନ ଯାଏଁ ଓଡିଶା ବର୍ଷାରେ ଭିଜିବ ତାହା କହିବା ମୁସ୍କିଲ୍ |

ତେବେ IMD ଆକଳନ ଅନୁସାରେ, ଡିସେମ୍ବର ୩୧ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହା ପରେ ଲଘୁଚାପର ରୂପ ନେଇପାରେ | କିନ୍ତୁ ଏବେଠୁ ସବୁ କିଛି ଆକଳନ କରିବା ସମ୍ଭବ ହେଉନି | କାରଣ ଘୂର୍ଣ୍ଣିବଳୟଟି ଅଧିକ ଘନୀଭୂତ ହେବାର କମ୍ ସମ୍ଭାବନା ରହିଛି| ଏସବୁ ସତ୍ତ୍ୱେ କିନ୍ତୁ ସମୁଦ୍ରରେ ୭ ଦିନ ଯାଏଁ ଘୂର୍ଣ୍ଣିବଳୟ ସକ୍ରିୟ ରହିବ, ହେଲେ କେତେ ଘନୀଭୂତ ହୋଇ କେଉଁ ରୂପ ନେବ, ତାହା କହିବା ମୁସ୍କିଲ | ସେମିତି ବର୍ତ୍ତମାନ ଯାଏଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇନଥିବାରୁ ଏହାର ତୀବ୍ରତା ଓ ଗତିପଥ ବାବଦରେ ଏବେଠୁ ଆକଳନ କରିବା ଆହୁରି ମୁସ୍କିଲ | ଏଭଳି ସ୍ଥିତିରେ
ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ | କାରଣ ଧାନ ଅମଳ ହେଉଛି , ଆଉ ବର୍ଷା ହେଲେ ସବୁ ଧାନ ପାଣିରେ ଭାସିଯିବ |

ଏପଟେ ଅନେକ ଲୋକ ବର୍ଷ ୨୦୨୬ର ୱେଲକମ୍ ପାଇଁ ଢେରସାରା ପ୍ରସ୍ତୁତି କରିଛନ୍ତି | ପୂର୍ବ ପ୍ଲାନ୍ ମୁତାବକ ଲୋକେ ପିକନିକ୍, ଏକ୍ସକର୍ସନରେ ପୂରା ମସଗୁଲ ଅଛନ୍ତି | ବଣଭୋଜି ପାଇଁ ପାର୍ଟଠାରୁ ପିକନିକ୍ ସ୍ପଟ୍ ସବୁଠି ଭିଡ଼ |କିନ୍ତୁ ଏଭଳି ମଜାଦାର ସମୟରେ ନୂଆ ବର୍ଷକୁ ଫିକା କରିବାକୁ ବର୍ଷା ଅଣ୍ଟା ଭିଡ଼ାଲାଣି | ଯାହା ମନରେ ଏକ ଅଜଣା ଭୟ ସୃଷ୍ଟି କରୁଛି |ହେଲେ ଆଶଙ୍କା କରାଯାଉଛି, ଘୂର୍ଣ୍ଣିବଳୟ ଯଦି ଅବପାତର ରୂପ ନିଏ ତେବେ ଭାରତ ଉପରେ ଏହାର ପ୍ରଭାବ ପ୍ରାୟ ପଡ଼ବନି | କାରଣ ତାହା ଇଣ୍ଡୋନେସିଆ କିମ୍ବା ଶ୍ରୀଲଙ୍କା ଆଡେ ମୁହାଁଇପାରେ | ତେଣୁ ସାଧାରଣ ଲୋକେ ଏବେଠୁ ଛାନିଆ ହେବା ଅନୁଚିତ | ଓଡିଶା ଉପରେ ମଧ୍ୟ ଏହାର ସେତେଟା ପ୍ରଭାବ ପଡିବ ନାହିଁ |

Odisha News Now

Odisha News Now

Next Post
ବିନା ଟାୱାର୍‌ରେ ମୋବାଇଲ ଘାଇଁ ଘାଇଁ !

ବିନା ଟାୱାର୍‌ରେ ମୋବାଇଲ ଘାଇଁ ଘାଇଁ !

Leave a Reply Cancel reply

Your email address will not be published. Required fields are marked *

Recommended

ଏସଆଇ ପରୀକ୍ଷା ଦୁର୍ନୀତି: ତଦନ୍ତ କରିବ ସିବିଆଇ, ଶାସକ-ବିରୋଧୀ ମୁହାଁମୁହିଁ

ଏସଆଇ ପରୀକ୍ଷା ଦୁର୍ନୀତି: ତଦନ୍ତ କରିବ ସିବିଆଇ, ଶାସକ-ବିରୋଧୀ ମୁହାଁମୁହିଁ

5 months ago

ମହାପ୍ରଭୁଙ୍କ ଉପରେ ଭରସା ଅଛି ! ଖୁବଶୀଘ୍ର ମୁକୁଳିବେ ବିକ୍ରମ ପଣ୍ଡା !

3 months ago

Popular News

  • ଓୟୁଏଟି କୃଷକ ମେଳା – ୨୦୨୬ : ସମ୍ମାନିତ ହେଲେ ୩୩ ମହିଳା ଚାଷୀ

    0 shares
    Share 0 Tweet 0
  • ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    0 shares
    Share 0 Tweet 0
  • ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍’

    0 shares
    Share 0 Tweet 0
  • ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା | ମାଆଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ |

    0 shares
    Share 0 Tweet 0
  • ମଧ୍ୟପ୍ରାଚ୍ୟରେ ବଦଳୁଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ – ଇନ୍ଧନ ଯୋଗାଣ ସୁଦୃଢ଼ ରହିଛି; ସରକାର

    0 shares
    Share 0 Tweet 0

Connect with us

  • About
  • Advertise
  • Careers
  • Contact

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • କ୍ରୀଡା
  • ମନୋରଞ୍ଜନ
  • Gaming
  • Movie
  • Music
  • Sports
  • Fashion
  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
  • Travel
  • ଅପରାଧ
  • Health
  • Food

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ