• About
  • Advertise
  • Careers
  • Contact
Saturday, March 21, 2026
  • Login
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
No Result
View All Result
Home Uncategorized

କାନ୍ଦୁଥିଲା ଅଭିନେତ୍ରୀଙ୍କ ଆତ୍ମା | ଜେଲରେ ଜୀବନ କାଟିବେ ସ୍ୱାମୀ

by Odisha News Now
February 27, 2026
in Uncategorized
0
0
SHARES
0
VIEWS
Share on FacebookShare on Twitter

ବହୁଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ପଡିଛି ପୂର୍ଣ୍ଣଛେଦ । 6 ବର୍ଷ ହେବ ଗୁମୁରି ଗୁମୁରି କାନ୍ଦୁଥିଲା ତାଙ୍କ ଆତ୍ମା । କେବେ ତାଙ୍କ ନୃଶଂସ ସ୍ୱାମୀଙ୍କୁ ଦଣ୍ଡ ମିଳିବ । ହେଲେ ଆଜି ତାଙ୍କୁ ମିଳିଛି ନ୍ୟାୟ । ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଏଡିଜେ-୩ କୋର୍ଟ । ଏବେ ଜେଲରେ ଦିନ କାଟିବେ ନିକିତାଙ୍କ ସ୍ୱାମୀ ଲିପନ ସାହୁ । ଆଉ ନିଜ ଭୁଲର ପଶ୍ଚାତାପ କରିବେ। କିନ୍ତୁ ଏହି ମାମଲାରେ ଲିପନର ବାପା ଓ ମାଆ ଖଲାସ ହୋଇଛନ୍ତି । ୨୦୧୯ରେ ନିଜ ଘର ଛାତରୁ ପଡ଼ି ନିକିତାଙ୍କ ମୃତ୍ୟୁ ହୋଇଥିଲା । ପରେ ଆଇପିସି ଧାରା ୩୦୨ରେ ହତ୍ୟା ମାମଲା ରୁଜୁ ହୋଇଥିଲା । ସ୍ବାମୀ ଓ ଶାଶୁ ଶ୍ବଶୂର ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା ।

୨୦୧୬ ମସିହାରେ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଓରଫ ନିକିତାଙ୍କୁ ବିବାହ କରିଥିଲେ ଲିପନ କିନ୍ତୁ ବିବାହର କିଛି ଦିନ ପରେ ନିକିତାଙ୍କ ଉପରେ ଉଭୟ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ ଲିପନ। ନିକିତାଙ୍କ ଫିଲ୍ମରୁ ମିଳୁଥିବା ପାରିଶ୍ରମିକ ଯେତିକି ରହିଥିଲା ତାହାଠୁ ଅଧିକ ଆବଶ୍ୟକ କରି ତାଙ୍କୁ ଅତ୍ୟାଚାର କରୁଥିଲେ ଶାଶୂଘର ଲୋକେ । ସେ ଗର୍ଭବତୀ ହେବା ପରେ ମାନସିକ ଶାନ୍ତି ପାଇବା ପାଇଁ ଭୁବନେଶ୍ବର ଏକ ଭଡାଘରେ ରହୁଥିଲେ । ୩ ମାସ ପରେ ଆର୍ଥିକ ଅନାଟନ ଦୃଷ୍ଟିକୋଣରୁ ଭଡା ଘର ଛାଡ଼ି ନିଜ ଘରକୁ ଫେରିଥିଲେ ନିକିତା କିନ୍ତୁ ତାଙ୍କ ଉପରେ ପୂର୍ବ ପରି ଅତ୍ୟାଚାରରେ ବ୍ରେକ ଲାଗି ନଥିଲା, ବରଂ ଅଧିକ ବଢିଥିଲା । ୨୦୧୮ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ସ୍ୱାମୀଙ୍କ ସହ ଶ୍ୱଶୁର ଘରକୁ ଯାଇଥିବା ବେଳେ ସେଠାରେ ବାଦ ବିବାଦ ହୋଇଥିଲା ।

୨୦୧୯ ଜାନୁଆରି ୪ରେ ଛାତରୁ ଖସି ପଡ଼ି ଗୁରୁତର ହୋଇଥିଲେ ନିକିତା। ଆଉ ୫ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱାମୀ ଲିପନ ଛାତରୁ ଠେଲି ନିକିତାଙ୍କୁ ହତ୍ୟା କରିଥିଲେ । ଯାହା ଆଜି ପ୍ରମାଣିତ ହୋଇଛି । ନିକିତାଙ୍କ ଆତ୍ମାକୁ ଶାନ୍ତି ମିଳିଛି ।

Odisha News Now

Odisha News Now

Next Post

କେଜ୍ରିୱାଲ ଭ୍ରଷ୍ଟ ନୁହେଁ | କହି କାନ୍ଦି ପକାଇଲେ |

Leave a Reply Cancel reply

Your email address will not be published. Required fields are marked *

Recommended

ନବୀନ ଦେଲେ ସମୟ ଥରହର ମୋହନ !

1 month ago

ପଦ୍ମ ପୋଖରୀରେ ବୁଡ଼ ପକାଇବେ କି ଅରବିନ୍ଦ ?

3 weeks ago

Popular News

  • ଓୟୁଏଟି କୃଷକ ମେଳା – ୨୦୨୬ : ସମ୍ମାନିତ ହେଲେ ୩୩ ମହିଳା ଚାଷୀ

    0 shares
    Share 0 Tweet 0
  • ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    0 shares
    Share 0 Tweet 0
  • ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍’

    0 shares
    Share 0 Tweet 0
  • ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା | ମାଆଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ |

    0 shares
    Share 0 Tweet 0
  • ମଧ୍ୟପ୍ରାଚ୍ୟରେ ବଦଳୁଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ – ଇନ୍ଧନ ଯୋଗାଣ ସୁଦୃଢ଼ ରହିଛି; ସରକାର

    0 shares
    Share 0 Tweet 0

Connect with us

  • About
  • Advertise
  • Careers
  • Contact

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • କ୍ରୀଡା
  • ମନୋରଞ୍ଜନ
  • Gaming
  • Movie
  • Music
  • Sports
  • Fashion
  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
  • Travel
  • ଅପରାଧ
  • Health
  • Food

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ