• About
  • Advertise
  • Careers
  • Contact
Saturday, March 21, 2026
  • Login
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
  • ମୁଖ୍ୟ ପୃଷ୍ଠା
  • ଜାତୀୟ
  • ଓଡ଼ିଶା
  • ରାଜନୀତି
  • ବାଣିଜ୍ୟ
  • ଅପରାଧ

    ଜେଲ୍‌ରେ କାନ୍ଦୁଛି ମଦନ MKCG ରେ ଭର୍ତ୍ତି ବିକ୍ରମ !

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ଧାନ ଚୋର କୁ ଧରିଲା ଖପ୍ରାଖୋଲ ପୋଲିସ ।

    ମନ୍ତ୍ରୀଙ୍କ ଘରୁ ମିଳିଲା ସହାୟକଙ୍କ ମୃତଦେହ !

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ !

    ବିଶ୍ବବିଦ୍ୟାଳୟରେ ଫୁଟିଲା ଗୁଳି କମ୍ପ୍ୟୁଟର । ଶିକ୍ଷକଙ୍କୁ ଗୁଳି କରି ହତ୍ୟା ।

    Trending Tags

    • Sillicon Valley
    • Climate Change
    • Election Results
    • Flat Earth
    • Golden Globes
    • MotoGP 2017
    • Mr. Robot
  • ମନୋରଞ୍ଜନ

    ଖଣ୍ଡଗିରିରୁ କୋର୍ଟ ଯାଏ ସୂର୍ଯ୍ୟମନ୍ଦିର ଯିବେ ସାଇ !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଅଲଗା ପରେ ବି ଅନୁଭବଙ୍କୁ ବଡ଼ ଝଟକା !

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

    ଗୁଲୁଆଙ୍କୁ ହତ୍ୟା ଧମକ ସନ୍ଦେହରେ କିଏ ?

  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
    • All
    • Fashion
    • Health
    • Travel

    ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    ICU ରେ ଅସୁରକ୍ଷିତ ରୋଗୀ !

    ମା’ଙ୍କୁ ଦେଲେ ଏମିତି ସମ୍ମାନ !

    DAV ସ୍କୁଲରେ ରକ୍ତ ଦାନ ଶିବିର ଆୟୋଜିତ

    ପଦାରେ ପଡିଲା ସରକାରଙ୍କ ଦୋ-ମୁହଁ ନୀତି ! ବ୍ୟାନ ହେବନି ପାନ ମସଲା ।

    ୮ ହଜାର ଟଙ୍କା ସୁନା ଶସ୍ତା

    ‘ଅଁଳା’ ଶରୀର ପାଇଁ ଅମୃତ ! ଖାଇଲେ ଦୂର ହେବ ଏହି ରୋଗ ।

    ନୂଆବର୍ଷରୁ ନାହିଁ ନିସ୍ତାର !ସାବାଡ଼ ହେବେ ଅମାନିଆ ଚାଳକ !

    ମାରାତ୍ମକ ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ତୁରନ୍ତ ଏହି ଅଭ୍ୟାସ ନଚେତ …

    ଏହି ପତ୍ର ଖାଆନ୍ତୁ ,ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ !

    Trending Tags

    • Golden Globes
    • Mr. Robot
    • MotoGP 2017
    • Climate Change
    • Flat Earth
  • କ୍ରୀଡା
No Result
View All Result
ଓଡ଼ିଶା ନ୍ୟୁଜ୍ ନାଓ
No Result
View All Result
Home ଓଡ଼ିଶା

ମହିଳାଙ୍କୁ ନେଇ ମହିଳାଙ୍କ ପାଇଁ ଦୁଇ ପାଦ ଆଗକୁ ବଢାଇଲେ ଲିଙ୍କନ୍ ସୁବୁଦ୍ଧି

by Odisha News Now
March 4, 2026
in ଓଡ଼ିଶା
0
Linkan Subudhi Takes a Bold Step for Women’s Empowerment; Set to Host Women’s Cricket Tournament

Linkan Subudhi Takes a Bold Step for Women’s Empowerment; Set to Host Women’s Cricket Tournament

0
SHARES
6
VIEWS
Share on FacebookShare on Twitter

ଓଡ଼ିଶା ନ୍ୟୁଜ୍ ନାଓ: ବର୍ଷର କେବଳ ଦିନଟିଏ କାହିଁକି, ମହିଳାଙ୍କ ପାଇଁ ସବୁ ଦିନ ଏକ ଆହ୍ୱାନର ଦିନ । ଗୋଟିଏ ଦିନର ଉତ୍ସବ ଅବସର ଆଣିଦେଇଥାଏ ଯାହା ପରବର୍ତ୍ତୀ ଦିନଗୁଡ଼ିରେ ନିଜ ପାଇଁ ସମାଜ ପାଇଁ ସଂସାର ପାଇଁ କିଛି କରି ଦେଖାଇବାର ଝୁଙ୍କ୍ ସମସ୍ତଙ୍କ ଠାରୁ ଭିନ୍ନ କରିବ । ନାରୀ ଅସହାୟ ନୁହେଁ ସେ ସ୍ୱୟଂ ସମ୍ପୂର୍ଣ୍ଣା ବୋଲି ପ୍ରମାଣିତ କରିବ । ଏହି ଲକ୍ଷ୍ୟ ନେଇ ରାଜଧାନୀ ଭୁବନେଶ୍ୱରର ସେବା ପ୍ରୟାସ ଫାଉଣ୍ଡେସନ୍‌ର ପ୍ରୟାସରେ ଆସନ୍ତା ୬ ରୁ ୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ଭବ୍ୟ “SPF କଳିଙ୍ଗ ବୀରାଙ୍ଗନା କ୍ରିକେଟ୍ ଲିଗ୍ ଫର୍ ଉମେନ୍” ଏବଂ ମହିଳା ଦିବସ ଉତ୍ସବ ୨୦୨୬ ଆୟୋଜନ ହେବାକୁ ଯାଉଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ସଶକ୍ତିକରଣ, ସ୍ୱାଭିମାନ ଏବଂ ସ୍ପୋର୍ଟସ୍ ମାଧ୍ୟମରେ ସମାଜରେ ସେମାନଙ୍କ ସ୍ଥାନକୁ ଆହୁରି ସୁଦୃଢ଼ କରିବା।

Linkan Subudhi Takes a Bold Step for Women’s Empowerment; Set to Host Women’s Cricket Tournament
Linkan Subudhi Takes a Bold Step for Women’s Empowerment; Set to Host Women’s Cricket Tournament

ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ହାଇ-ଟେକ୍ ମେଡିକାଲ୍ କଲେଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ଆୟୋଜିତ ହେବ। ୬ ମାର୍ଚ୍ଚ (ଶୁକ୍ରବାର) ଦିନ ଛାତ୍ରୀମାନଙ୍କ ପାଇଁ ନକ୍-ଆଉଟ୍ ଏବଂ ଫାଇନାଲ୍ ମ୍ୟାଚ୍, ୭ ମାର୍ଚ୍ଚ (ଶନିବାର) ଦିନ ସାମାଜିକ ସଂଗଠନ ଓ ଟିମ୍‌ମାନଙ୍କ ମଧ୍ୟରେ ନକ୍-ଆଉଟ୍ ମ୍ୟାଚ୍ ଆୟୋଜିତ ହେବ। ୮ ମାର୍ଚ୍ଚ (ରବିବାର) ଦିନ ଗ୍ରାଣ୍ଡ ସେଲିବ୍ରେସନ୍ ଭାବେ SPF ମହିଳା କାର୍ ରାଲି-୨୦୨୬ ଆୟୋଜିତ ହେବ। ଏହି ରାଲି ଆଦିତ୍ୟ ମୋଟର୍ସ – ମହିନ୍ଦ୍ରା, heueଠାରୁ ସକାଳ ୭:୫୦ ରେ ଫ୍ଲାଗ୍ ଅଫ୍ ହୋଇ ଭୁବନେଶ୍ୱର ସହର ମଧ୍ୟରେ ପ୍ରାୟ ୧୦ କି.ମି. ଦୂରତା ଅତିକ୍ରମ କରି ହାଇ-ଟେକ୍ ମେଡିକାଲ୍ କଲେଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ସମାପ୍ତ ହେବ।

ସେହି ଦିନ SPF କଳିଙ୍ଗ ବୀରାଙ୍ଗନା କ୍ରିକେଟ୍ ଲିଗ୍ – ଗ୍ରାଣ୍ଡ ଫାଇନାଲ୍, ଓଡ଼ିଶାର ପ୍ରସିଦ୍ଧ ମହିଳା କ୍ରିକେଟ୍ ଖେଳାଳିମାନଙ୍କ ମଧ୍ୟରେ ଫାଇନାଲ୍ ମ୍ୟାଚ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ମାନ ସମାରୋହ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି ଯେ, ଏହି ଆୟୋଜନ ମାଧ୍ୟମରେ ମହିଳାମାନଙ୍କୁ କ୍ରୀଡା, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଆଗକୁ ଆସିବା ପାଇଁ ପ୍ରେରିତ କରାଯିବ ଏବଂ ସମାଜରେ ନାରୀ ସଶକ୍ତିକରଣର ଏକ ସୁଦୃଢ଼ ସନ୍ଦେଶ ପ୍ରେରଣ କରାଯିବ।

Odisha News Now

Odisha News Now

Next Post
PM addresses Post Budget Webinar on “Sustaining and Strengthening Economic Growth”

“ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବା ଏବଂ ସୁଦୃଢ଼ କରିବା” ଶୀର୍ଷକ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Leave a Reply Cancel reply

Your email address will not be published. Required fields are marked *

Recommended

ଏସଆଇ ପରୀକ୍ଷା ଦୁର୍ନୀତି: ତଦନ୍ତ କରିବ ସିବିଆଇ, ଶାସକ-ବିରୋଧୀ ମୁହାଁମୁହିଁ

ଏସଆଇ ପରୀକ୍ଷା ଦୁର୍ନୀତି: ତଦନ୍ତ କରିବ ସିବିଆଇ, ଶାସକ-ବିରୋଧୀ ମୁହାଁମୁହିଁ

5 months ago

ନବ ନିଯୁକ୍ତ କର୍ମଚାରୀଙ୍କୁ ସ୍ଵାଗତ !

2 months ago

Popular News

  • ଓୟୁଏଟି କୃଷକ ମେଳା – ୨୦୨୬ : ସମ୍ମାନିତ ହେଲେ ୩୩ ମହିଳା ଚାଷୀ

    0 shares
    Share 0 Tweet 0
  • ସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ମୋବାଇଲ୍ ଏକ୍ସ-ରେ ମେସିନ୍

    0 shares
    Share 0 Tweet 0
  • ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍’

    0 shares
    Share 0 Tweet 0
  • ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା | ମାଆଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ |

    0 shares
    Share 0 Tweet 0
  • ମଧ୍ୟପ୍ରାଚ୍ୟରେ ବଦଳୁଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ – ଇନ୍ଧନ ଯୋଗାଣ ସୁଦୃଢ଼ ରହିଛି; ସରକାର

    0 shares
    Share 0 Tweet 0

Connect with us

  • About
  • Advertise
  • Careers
  • Contact

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • ଓଡ଼ିଶା
  • ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • କ୍ରୀଡା
  • ମନୋରଞ୍ଜନ
  • Gaming
  • Movie
  • Music
  • Sports
  • Fashion
  • ସ୍ୱାସ୍ଥ୍ୟ ଓ ଜୀବନଶୈଳୀ
  • Travel
  • ଅପରାଧ
  • Health
  • Food

Copyright © 2026, ଓଡ଼ିଶା ନ୍ୟୁଜ୍ ନାଓ