ପ୍ରଭାତ-ମୋକିମଙ୍କ ଖେଳରେ ବିଜେଡି – କଂଗ୍ରେସ ଅସ୍ଥିର

କଟକ ରାଜନୀତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ରାଜନୈତିକ ଚାଳ ନେଇ ଗରମ ହୋଇଛି କଟକ ପଲିଟିକ୍ସ। ପ୍ରଭାତ ବିଶ୍ୱାଳଙ୍କ ବିଜେଡିରୁ ବହିଷ୍କାର ଏବଂ ତାଙ୍କ ପୁଅଙ୍କୁ ନିଲମ୍ବନ ପରେ ବିଜେଡିର ଅନେକ ଯୁବ ଓ ଛାତ୍ର ନେତା ଇସ୍ତଫା ଦେଇଥିବା ଖବର ରାଜନୀତିକ ମହଳରେ ଚର୍ଚ୍ଚା ବଢ଼ାଇଛି। ସେପଟେ କଂଗ୍ରେସରୁ ବହିଷ୍କୃତ ହେବା ପରେ ମହମ୍ମଦ ମୋକିମ ‘ଓଡ଼ିଶା ଜନତା କଂଗ୍ରେସ (OJC)’ ଗଠନ କରି କଟକରେ ବଡ଼ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ମିଶ୍ରଣ ପର୍ବରେ ଅନେକ ତୃଣମୂଳ ସ୍ତରର ନେତା ଓ କର୍ମୀ ଯୋଗ ଦେଇଥିବା ଦେଖାଯାଇଛି। #odishapolitics #cuttackpolitics #prabhatbiswal #mohammedmoquim #naveenpatnaik #bhaktadas #odishanews #bjd #congress #ojc #odishaupdates #odishabreakingnews #politicalnews #odishaelection #cuttacknews #politicalanalysis #bjdnews #congressnews #regionalpolitics #odishapoliticalnews #odishanewsnow